ସୋର:ବସକୁ ପିଟିଲା ଟ୍ରକ, ୩ ମୃତ

ବାଲେଶ୍ୱର ଜିଲ୍ଳା ସୋର ଅନ୍ତର୍ଗତ ସିମୁଳିଆ ବଜାରରେ ଏକ ଯାତ୍ରୀବାହୀ ବସକୁ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯାତ୍ରୀ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବସ୍ କଣ୍ଡକ୍ଟର ଓ ହେଲପର ବୋଲି ଜଣାପଡ଼ିଛି। ମୃତ ଯାତ୍ରୀଙ୍କ ନାମ ରବୀନ୍ଦ୍ର ସାହୁ। ସେ ଜଣେ ଫଳ ଦୋକାନୀ ବୋଲି ଜଣାପଡ଼ିଛି। ବସଟି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା।

balasore

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 11:22 AM IST

Related story