ଆସନ୍ତାକାଲି ସୁଲିଆ ଯାତ୍ରା: ପ୍ରଶାସନର ଉଦ୍ୟମ ବିଫଳ, ବଳି ଦେବା ଜିଦରେ ଆଦିବାସୀ ଅଟଳ

ବଲାଙ୍ଗିର: ଆସନ୍ତାକାଲି ବଲାଙ୍ଗିର ଜିଲ୍ଳାରେ ପାଳିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ତେବେ ଯାତ୍ରାରେ ବଳି ବନ୍ଦ ପାଇଁ ଫେଲ୍ ମାରିଛି ପ୍ରଶାସନର ଉଦ୍ୟମ। ଏ ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳ ମୁଥୁ କୁମାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। କିନ୍ତୁ ବୈଠକ ବିଫଳ ହୋଇଛି। ବଳି ଦେବା ଜିଦରେ ଅଟଳ ରହିଛନ୍ତି ଆଦିବାସୀ ନେତା। ତେବେ ବଳି ମାତ୍ରା କମ୍ କରିବା ଲାଗି ପ୍ରଶାସନ ଉଦ୍ୟମ କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ବୈଠକରେ ଜିଲ୍ଲା […]

sulia

sulia

Rakesh Mallick
  • Published: Monday, 11 January 2016
  • Updated: 12 January 2016, 01:48 AM IST

Sports

Latest News

ବଲାଙ୍ଗିର: ଆସନ୍ତାକାଲି ବଲାଙ୍ଗିର ଜିଲ୍ଳାରେ ପାଳିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ତେବେ ଯାତ୍ରାରେ ବଳି ବନ୍ଦ ପାଇଁ ଫେଲ୍ ମାରିଛି ପ୍ରଶାସନର ଉଦ୍ୟମ। ଏ ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳ ମୁଥୁ କୁମାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। କିନ୍ତୁ ବୈଠକ ବିଫଳ ହୋଇଛି। ବଳି ଦେବା ଜିଦରେ ଅଟଳ ରହିଛନ୍ତି ଆଦିବାସୀ ନେତା। ତେବେ ବଳି ମାତ୍ରା କମ୍ କରିବା ଲାଗି ପ୍ରଶାସନ ଉଦ୍ୟମ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜି ବୈଠକରେ ଜିଲ୍ଲା ପ୍ରଶାସନ ସହିତ ସୁଲିଆ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ବଲାଙ୍ଗିର ଜିଲ୍ଲାପାଳ ଏମ୍. ମୁଥୁକୁମାର କହିଛନ୍ତି ଯେ ଆଦିବାସୀଙ୍କ ପରମ୍ପରାରେ ହସ୍ତକ୍ଷେପ ନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ବଳି ନପକାଇବା ନେଇ ଗତ ୪/୫ ବର୍ଷ ହେଲା ଉଦ୍ୟମ କରାଯାଇଆସୁଛି। ଏଥର ବି ଉଦ୍ୟମ ରହିବ ବଳି ନ ପକାଇବା ପାଇଁ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ଲୋକମାନଙ୍କୁ ସଚେତନ କରାଯିବ।

ଧର୍ମୀୟ ଭାବନା ଓ ପରମ୍ପରା ଅନୁସାରେ ଦିଆଯାଉଥିବା ପଶୁବଳିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ପରେ ଉତ୍ସାହିତ ଅଛନ୍ତି ଆଦିବାସୀ। ଏହା ସହିତ ସେମାନେ ପୂର୍ବରୁ ବଳି ନେଇ ବିଭିନ୍ନ ଆଦିବାସୀ ବ୍ୟକ୍ତିଙ୍କ ନାଁରେ ରହିଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଏସପିଙ୍କ ସହିତ ଆଲୋଚନା କଲା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ଗତକାଲି ୟୁ-ଟର୍ଣ୍ଣ ନେଇଥିଲେ ସୁଲିଆ ଯାତ୍ରାର ମୁଖ୍ୟ ପୂଜକ ବିରଞ୍ଚି କୁଅଁର। ଚଳିତ ବର୍ଷ ସୁଲିଆ ଯାତ୍ରାରେ ବଳି ବନ୍ଦ କରିବା ପାଇଁ ସେ ଜିଲ୍ଲା ପୋଲିସ ଓ ପ୍ରଶାସନକୁ ନିବେଦନ କରିଛନ୍ତି। ସେ ଶପଥ ନେଇଛନ୍ତି ଯେ ଏଥର ସୁଲିଆ ଯାତ୍ରାରେ ବଳି ପକାଇ ଦେବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story