ସୁନ୍ଦରଗଡ଼: ଭୋଟ ଜାଲିଅତି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ କୁର୍ଡା ପଞ୍ଚାୟତ ୯ ନମ୍ୱର ବୁଥ୍‌ର ଲଲେଇଠାରେ ଭୋଟ ଜାଲିଆତି ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଭୋଟ ଗ୍ରହଣ କେନ୍ଦ୍ରରେ ତାଲା ପକାଇଦେଇଥିଲେ। ବଣାଇ ଉପଜିଲ୍ଲାପାଳ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ମତଦାନକୁ ବାତିଲ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗରୁ ପ୍ରକାଶ, ବାଲଟ ପେପରରେ ଅଠା ଲାଗାଇ ଦିଆଯାଇଥିଲା। ଫଳରେ ପ୍ରଥମ ପ୍ରାର୍ଥୀଙ୍କ ନାଁ ଦେଖାନଯିବାରୁ ମତଦାତାଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

brown sugar

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 08:23 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ କୁର୍ଡା ପଞ୍ଚାୟତ ୯ ନମ୍ୱର ବୁଥ୍‌ର ଲଲେଇଠାରେ ଭୋଟ ଜାଲିଆତି ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଭୋଟ ଗ୍ରହଣ କେନ୍ଦ୍ରରେ ତାଲା ପକାଇଦେଇଥିଲେ। ବଣାଇ ଉପଜିଲ୍ଲାପାଳ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ମତଦାନକୁ ବାତିଲ କରିଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗରୁ ପ୍ରକାଶ, ବାଲଟ ପେପରରେ ଅଠା ଲାଗାଇ ଦିଆଯାଇଥିଲା। ଫଳରେ ପ୍ରଥମ ପ୍ରାର୍ଥୀଙ୍କ ନାଁ ଦେଖାନଯିବାରୁ ମତଦାତାଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Related story