ଆତଙ୍କବାଦ ଏକ ପ୍ରସଙ୍ଗ ନୁହେଁ ବୋଲି ରାହୁଲଙ୍କ ମନ୍ତବ୍ୟକୁ ସୁଷମାଙ୍କ କଡ଼ା ଜବାବ

ହାଇଦ୍ରାବାଦ:  ‘ଆତଙ୍କବାଦ ଏକ ବଡ଼ ପ୍ରସଙ୍ଗ ନୁହେଁ’ ବୋଲି ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ। ସେ କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହେଁ, ତା’ହେଲେ ରାହୁଲ ନିଜର ଏସପିଜି ସୁରକ୍ଷା ପ୍ରତ୍ୟାହାର କରିଦେବା ଉଚିତ। ରାହୁଲ ଗାନ୍ଧି କହିଥିଲେ ଦେଶରେ ଆତଙ୍କବାଦ ପ୍ରସଙ୍ଗ ନୁହେଁ, ବରଂ ଚାକିରି ହେଉଛି ପ୍ରସଙ୍ଗ। ଏହାର ଜବାବ ଦେଇ ସୁଷମା କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହଁ ତାହେଲେ ତାଙ୍କ ବାପା ପୂର୍ବତନ […]

sushama on rahul

sushama on rahul

Subhransu Sekhar
  • Published: Saturday, 06 April 2019
  • Updated: 06 April 2019, 12:30 PM IST

Sports

Latest News

ହାଇଦ୍ରାବାଦ:  'ଆତଙ୍କବାଦ ଏକ ବଡ଼ ପ୍ରସଙ୍ଗ ନୁହେଁ’ ବୋଲି ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ। ସେ କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହେଁ, ତା'ହେଲେ ରାହୁଲ ନିଜର ଏସପିଜି ସୁରକ୍ଷା ପ୍ରତ୍ୟାହାର କରିଦେବା ଉଚିତ।
ରାହୁଲ ଗାନ୍ଧି କହିଥିଲେ ଦେଶରେ ଆତଙ୍କବାଦ ପ୍ରସଙ୍ଗ ନୁହେଁ, ବରଂ ଚାକିରି ହେଉଛି ପ୍ରସଙ୍ଗ। ଏହାର ଜବାବ ଦେଇ ସୁଷମା କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହଁ ତାହେଲେ ତାଙ୍କ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ କାହିଁକି ସେ ଏସପିଜି ସୁରକ୍ଷା କାହିଁକି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ହାଇଦ୍ରାବାଦରେ ଏକ ନିର୍ବାଚନ ରାଲିରେ ସାମିଲ ହୋଇ ସୁଷମା କହିଛନ୍ତି ଏୟାରଷ୍ଟ୍ରାଇକ ପ୍ରସଙ୍ଗରେ ଦେଶର ବାୟୁସେନା ଓ ସରକାରକୁ ବିଶ୍ବାସ ନକରି ଆତଙ୍କବାଦକୁ ପ୍ରୋତ୍ସାହିତକରୁଥିବା ପାକିସ୍ତାନକୁ କଂଗ୍ରେସ ସମର୍ଥନ କରୁଛି।
 କାହିଁକି ୟୁପିଏ ସରକାର ୨୦୦୮ରେ ମୁମ୍ବାଇ ତାଜ ହୋଟେଲ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଇନଥିଲା ସେ ନେଇ ସୁଷମା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ,  ୨୦୦୮ରେ ଆତଙ୍କବାଦୀ ଆକ୍ରମଣ ବେଳେ ମୁମ୍ବାଇରେ ୧୬୬ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୪୦ ଜଣ ବିଦେଶୀ ନାଗରିକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story