କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନର ଫଳାଫଳ ଆସିଲା

କୋରାପୁଟ(ଓଡ଼ିଶା ରିପୋର୍ଟର):  କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । ନିକଟତମ ବାମ ଦଳ ପ୍ରାର୍ଥୀଙ୍କୁ ୪୧ ଖଣ୍ଡ ଭୋଟ୍‌ରେ ମାତ୍ ଦେଇଛି YSR କଂଗ୍ରେସ । ସେହିଭଳି ଫଗୁଣ ସିନେରୀ, ଫାଟୁସିନେରୀରେ ବି ଆନ୍ଧ୍ର ନିର୍ବାଚନ କରାଇଥିଲା । ଏସବୁରେ ବି ବାଜି ମାରିଛି YSR କଂଗ୍ରେସର ପ୍ରାର୍ଥୀ । ଓଡ଼ିଶାର ଗଞ୍ଜେଇପଦର, ଫଗୁଣ […]

Kotiaa

Kotiaa

Tapas Behera
  • Published: Sunday, 19 September 2021
  • Updated: 19 September 2021, 10:11 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର):  କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । ନିକଟତମ ବାମ ଦଳ ପ୍ରାର୍ଥୀଙ୍କୁ ୪୧ ଖଣ୍ଡ ଭୋଟ୍‌ରେ ମାତ୍ ଦେଇଛି YSR କଂଗ୍ରେସ । ସେହିଭଳି ଫଗୁଣ ସିନେରୀ, ଫାଟୁସିନେରୀରେ ବି ଆନ୍ଧ୍ର ନିର୍ବାଚନ କରାଇଥିଲା । ଏସବୁରେ ବି ବାଜି ମାରିଛି YSR କଂଗ୍ରେସର ପ୍ରାର୍ଥୀ । ଓଡ଼ିଶାର ଗଞ୍ଜେଇପଦର, ଫଗୁଣ ସିନେରୀ, ଫାଟୁସିନେରୀ ଗାଁ ଗୁଡ଼ିକର ନାଁ ବଦଳାଇ ଏଠି ଆନ୍ଧ୍ରପ୍ରଦେଶ ଜୋରଜବରଦସ୍ତ ଭାବେ ନିର୍ବାଚନ କରାଇଥିଲା । ଅପ୍ରେଲ ୮ ତାରିଖ ଦିନ ନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଆଜି ବାହାରିଛି । ସେପଟେ ଯେତେ ଯାହା କଲେ ବି ନା କୋଟିଆ ମୋହକୁ ଛାଡ଼ିପାରୁଛି ଆନ୍ଧ୍ର, ନା କାଟୁ କରୁଛି ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ । ବେଫିକର ହୋଇ କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ବୁଲୁଛନ୍ତି ଆନ୍ଧ୍ର ଅଧିକାରୀ । ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ ସହ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି । ପାର୍ବତୀପୁରମ ଆଇଟିଡିଏ ପିଓ ଆର୍.କେ. ଉର୍ମନାଥ, ଫାଟୁସେନେରି, ଫଗୁଣସେନେରି, ମାଡକର, ତଳସେମ୍ବି, ଉପରସେମ୍ବି ,ଗଂଜେଇପଦର ଗାଁକୁ ଯାଇ ଚାରା ମଧ୍ୟ ବଣ୍ଟନ କରିଛନ୍ତି ।

ଆନ୍ଧ୍ର ପ୍ରଦେଶ ସହ ଓଡ଼ିଶାର କୋଟିଆରେ ଜଗନ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ତା’କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଗକୁ ବଢ଼ାଇବାକୁ ଅନୁମତି ଦେଇଥିଲେ । ଏହାପରେ କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ଆରମ୍ଭ କରିଥିଲା ପ୍ରକ୍ରିୟା । ପ୍ରଥମେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ତା ପରଦିନ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ । ପୂରା ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଥିଲା ।

ସେହିପରି ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ପଡ଼ିବା ପାଇଁ ହାଇକୋର୍ଟଙ୍କ ରାୟ ପରେ ବାଟ ଫିଟିଥିଲା । ତେବେ ଏପ୍ରିଲ ୮ରେ ଭୋଟ ହେବ ବୋଲି ସରକାର କୋର୍ଟ ଅନୁମତି ଦେଇଥିବା ବେଳେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଁ ମନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story