ପିସି ନେବା ବେଳେ ଭିଡିଓ ଭାଇରାଲ !

ବାରିପଦା(ମାଣିକଲାଲ ପାଣି)  ବିଲ୍ କରିବା ପାଇଁ ପିସି । ସେ ବି ଜଣେ ବରିଷ୍ଠ କିରାଣି ଟଙ୍କା ନେଉଥିବା  ଭିଡିଓ ଭାଇରାଲ ହେଉଊଛି । ବାରିପଦା ଆରଡବ୍ଲୁ ଏସ୍ଏସ୍ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଜଣେ ଠିକାଦାରଙ୍କଠୁ ୩୦,୦୦୦ଟଙ୍କା ନେଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଅଫିସ କାର୍ଯ୍ୟାଳୟ ଭିତରେ ଟଙ୍କା ନେଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ସ୍ଥାନରେ ଆଲୋଚନା ଜୋର ଧରିଛି । ଭିଡିଓରେ ଥିବା ବରିଷ୍ଠ […]

7jm

7jm

Tapas Behera
  • Published: Monday, 05 July 2021
  • Updated: 05 July 2021, 04:39 PM IST

ବାରିପଦା(ମାଣିକଲାଲ ପାଣି)  ବିଲ୍ କରିବା ପାଇଁ ପିସି । ସେ ବି ଜଣେ ବରିଷ୍ଠ କିରାଣି ଟଙ୍କା ନେଉଥିବା  ଭିଡିଓ ଭାଇରାଲ ହେଉଊଛି । ବାରିପଦା ଆରଡବ୍ଲୁ ଏସ୍ଏସ୍ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଜଣେ ଠିକାଦାରଙ୍କଠୁ ୩୦,୦୦୦ଟଙ୍କା ନେଉଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଅଫିସ କାର୍ଯ୍ୟାଳୟ ଭିତରେ ଟଙ୍କା ନେଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ସ୍ଥାନରେ ଆଲୋଚନା ଜୋର ଧରିଛି । ଭିଡିଓରେ ଥିବା ବରିଷ୍ଠ କିରାଣି ଜଣକ ହେଲେ ବାରିପଦା ଆରଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟାଳୟର  ରମାକାନ୍ତ ମହାନ୍ତି ।

ତାଙ୍କ ପ୍ରତିକ୍ରିୟା ନେବାରୁ ସେ ଏହି ଟଙ୍କା ଜଣେ ଠିକାଦାରଙ୍କ ଠାରୁ ନେଇଥିଲେ। କିଛି ଟେଣ୍ଡର ପ୍ରକ୍ରିୟା ପାଇଁ କେତେକ ଠିକାଦାର ଅଫିସ କାର୍ଯ୍ୟାଳୟରେ ଟଙ୍କା ଦାଖଲ କରିଥିଲେ ଏବଂ ଏହି ସମୟରେ ଜଣେ ଠିକାଦାର ଏହି ଭିଡିଓ କରି ଅନ୍ୟ ଠିକାଦାରଙ୍କୁ ଦେଇଥିଲେ ।  ତାଙ୍କ କହିବା ମୁତାବକ କିଛି ଠିକାଦାରଙ୍କ ଟଙ୍କା ସେ ଆଣି ଅଫିସ କାର୍ଯ୍ୟାଳୟରେ ଡିପୋଜିଟ କରିଥିଲେ ଏବଂ ଡିପୋଜିଟ୍ ହୋଇଛି କି ନାହିଁ ପ୍ରମାଣ  ଜଣାଇବା ପାଇଁ ଏହି ଭିଡିଓ କରି ଅନ୍ୟ ଠିକାଦାରଙ୍କୁ ଦେଇଥିଲେ ବୋଲି କହିଛନ୍ତି। ବାରିପଦା ଆରଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟଳୟର ନିର୍ବାହୀ ଯନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଭିଡିଓ ଗତ ବର୍ଷ ତଳର ।

ଟଙ୍କା ଟେଣ୍ଡର ପ୍ରକ୍ରିୟା ପାଇଁ ରଖାଯାଇଥିଲା । କିରାଣି ଜଣକ ଏହି ବିଷୟରେ ତାଙ୍କୁ ଜଣାଇଥିଲେ । ଏଥିରେ କୌଣସି ବେଆଇନ କାର୍ଯ୍ୟ କରାଯାଇ ନାହିଁ ।ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ର ଠିକାଦାର ବଦନାମ କରିବାକୁ ଏହି ପରି କାର୍ଯ୍ୟ କରୁଛନ୍ତି । ତେବେ ଭିଡିଓକୁ ନେଇ ୫ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିବା ଏକ ପତ୍ର ମଧ୍ୟ ଭାଇରାଲ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story