ଠିକା ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ଆଜି ସମସ୍ତ ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଆସନ୍ତା ୨୬ ତାରିଖରେ ନବୀନ ନିବାସ ଘେରାଓ ପାଇଁ ପ୍ରସ୍ତୁତି ବୈଠକ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘ ଅଭିଯୋଗ କରିଛି ଯେ ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରୀ ହରାଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା […]

teacher

teacher

Rakesh Mallick
  • Published: Monday, 23 November 2015
  • Updated: 23 November 2015, 06:55 AM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଆସନ୍ତା ୨୬ ତାରିଖରେ ନବୀନ ନିବାସ ଘେରାଓ ପାଇଁ ପ୍ରସ୍ତୁତି ବୈଠକ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘ ଅଭିଯୋଗ କରିଛି ଯେ ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରୀ ହରାଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା ସରକାର ଜାଣି ସୁଦ୍ଧା ଗଣଶିକ୍ଷା ବିଭାଗ କିପରି ନିଯୁକ୍ତି ଦେଲା ବୋଲି ସଂଘ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story