ରଥଯାତ୍ରା ଲାଗି ସମ୍ବିତ ପାତ୍ରଙ୍କ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ରଥଯାତ୍ରା କରିବା ଲାଗି  ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉଦ୍ୟମ । ସୁପ୍ରିମକୋର୍ଟ ତାଙ୍କ ରାୟର ପୁନର୍ବିଚାର କରିବା ଲାଗି ସମ୍ବିତ ପାତ୍ର ଏକ ଆବେଦନ କରିଛନ୍ତି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି। ତେବେ ସମସ୍ତଙ୍କ ପ୍ରାର୍ଥନା ଭଗବାନ ଶୁଣିବେ ବୋଲି ସେ ଆଶା କରିଛନ୍ତି । ତିନିଦିନ ତଳେ ପୁରୀରେ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। […]

790

790

Tapas Behera
  • Published: Sunday, 21 June 2020
  • Updated: 21 June 2020, 04:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ରଥଯାତ୍ରା କରିବା ଲାଗି  ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉଦ୍ୟମ । ସୁପ୍ରିମକୋର୍ଟ ତାଙ୍କ ରାୟର ପୁନର୍ବିଚାର କରିବା ଲାଗି ସମ୍ବିତ ପାତ୍ର ଏକ ଆବେଦନ କରିଛନ୍ତି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି। ତେବେ ସମସ୍ତଙ୍କ ପ୍ରାର୍ଥନା ଭଗବାନ ଶୁଣିବେ ବୋଲି ସେ ଆଶା କରିଛନ୍ତି । ତିନିଦିନ ତଳେ ପୁରୀରେ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। କରୋନା ମହାମାରୀକୁ ନଜରରେ ରଖି ରଥଯାତ୍ରା ବନ୍ଦ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

https://twitter.com/sambitswaraj/status/1274637193252728832?s=20

ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଗୋଟିଏ ପରେ ଗୋଟିଏ ଆବେଦନ ହେବାରେ ଲାଗିଛି। ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି। ପୂର୍ବରୁ ରଥଯାତ୍ରାକୁ ନେଇ ହୋଇଥିବା ଆବେଦନ ଉପରେ ସବୋର୍ଚ୍ଚ କୋର୍ଟ ଶୁଣାଣି କରି ରଥଯାତ୍ରା ଉପରେ ରୋକ ଲାଗାଥିଲେ। କରୋନା ଭାଇରସକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରକଇବେକୁ କୋର୍ଟ କହିଥିଲେ।

ସେପଟେ ରାଜ୍ୟସରକାରଙ୍କ ପକ୍ଷରୁ ରଖାଯାଥିବା ପକ୍ଷ ଦୁର୍ବଳ ତଥ୍ୟ ଦିଆଯିବା ଏବଂ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ପ୍ରକୃତ ତଥ୍ୟ ଦିଆଯାଇନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ୩ପୃଷ୍ଠାର ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି। ହେଲେ ଏନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story