ତ୍ରାହି ଅଚ୍ୟୁତ ଆଶ୍ରମ ମାମଲା: ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ସୁର ବାବା ତାଙ୍କ ପୁଅ

ବ୍ରହ୍ମପୁର: ଜମି ହଡ଼ପ ମାମଲାରେ ଝିଇଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ମିଶ୍ର ଓ ତାଙ୍କ ପୁଅକୁ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି। ଏଥିପାଇଁ ସୁର ମିଶ୍ର ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଆଜି ଛତ୍ରପୁର ନିଆଯାଇଛି। କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ଜମି ଠକେଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଏହି ବାପ-ପୁଅଙ୍କୁ ଝାରପଡ଼ାରୁ ଛତ୍ରପୁର ନିଆଯାଇଥିଲା। ଛତ୍ରପୁର ରାଜପଥ ନିକଟରେ ଥିବା ବ୍ରହ୍ମପୁର ସହରର ମୋଚିରାମ […]

bramapur

bramapur

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 07:31 AM IST

Sports

Latest News

ବ୍ରହ୍ମପୁର: ଜମି ହଡ଼ପ ମାମଲାରେ ଝିଇଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ମିଶ୍ର ଓ ତାଙ୍କ ପୁଅକୁ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି। ଏଥିପାଇଁ ସୁର ମିଶ୍ର ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଆଜି ଛତ୍ରପୁର ନିଆଯାଇଛି। କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ଜମି ଠକେଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଏହି ବାପ-ପୁଅଙ୍କୁ ଝାରପଡ଼ାରୁ ଛତ୍ରପୁର ନିଆଯାଇଥିଲା। ଛତ୍ରପୁର ରାଜପଥ ନିକଟରେ ଥିବା ବ୍ରହ୍ମପୁର ସହରର ମୋଚିରାମ ସାହୁଙ୍କଠାରୁ ସୁରବାବା ୮୯୪ ଡେସିମିଲ ଜମି କିଣିଥିଲେ। ତେବେ ଏହା ବାବଦକୁ ସେ ମୋଚିରାମଙ୍କୁ ଟଙ୍କା ଦେଇନଥିବା ଏବଂ ତାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ମୋଚିରାମ ଗତ ୩ ତାରିଖରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story