ଶୀତକାଳୀନ ଅଧିବେଶନ ପାଇଁ ୧୪ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୪ ତାରିଖରେ ହେବ ସର୍ବଦଳୀୟ ବୈଠକ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏହି ବୈଠକ ଡାକିଛନ୍ତି। ପୂର୍ବରୁ ଅଧିବେଶନରେ ବିଳମ୍ବ ହେଉଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଚଳିତ ଅଧିବେଶନରେ ଗୃହରେ ସରଗରମ ଆଲୋଚନା ହୋଇପାରେ। କାରଣ ଜିଏସ୍ଟି ଏବଂ ବିମୁଦ୍ରାକରଣକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ରାଫେଲ ଡିଲ୍ ପ୍ରସଙ୍ଗ ମଧ୍ୟ ଗୃହରେ ଉଠି ବୋଲି କୁହାଯାଉଛି। […]

parliament

parliament

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 09:16 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୪ ତାରିଖରେ ହେବ ସର୍ବଦଳୀୟ ବୈଠକ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏହି ବୈଠକ ଡାକିଛନ୍ତି। ପୂର୍ବରୁ ଅଧିବେଶନରେ ବିଳମ୍ବ ହେଉଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ।

ଚଳିତ ଅଧିବେଶନରେ ଗୃହରେ ସରଗରମ ଆଲୋଚନା ହୋଇପାରେ। କାରଣ ଜିଏସ୍ଟି ଏବଂ ବିମୁଦ୍ରାକରଣକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ରାଫେଲ ଡିଲ୍ ପ୍ରସଙ୍ଗ ମଧ୍ୟ ଗୃହରେ ଉଠି ବୋଲି କୁହାଯାଉଛି। ଡିସେମ୍ବର ୧୫ରୁ ଆରମ୍ଭ ହେଉଥିବା ଶୀତ କାଳୀନ ଅଧିବେଶନ ଜାନୁଆରୀ ୫ ତାରିଖ ଯାଏଁ ଚାଲିବ। ଚଳିତ ଅଧିବେଶନରେ ମୋଟ ୧୪ଟି କାର୍ଯ୍ୟ ଦିବସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos