ସେନାକୁ ‘ମୋଦି ସେନା’ କହିବା ଆଚରଣ ବିଧିର ଉଲ୍ଲଂଘନ ନୁହେଁ: ଯୋଗୀ

ନୂଆଦିଲ୍ଲୀ: ଦେଶର ଯବାନଙ୍କୁ ଆମ ଯବାନ ଏବଂ ‘ମୋଦି ସେନା’ କହିବା ନିର୍ବାଚନ ଆଚରଣ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କ ନୋଟିସର ଜବାବ ସେ ଦେବେ ବୋଲି ସମ୍ବାଦପତ୍ର ‘ଜାଗରନ’କୁ ଏକ ସାକ୍ଷାତକାରରେ କହିଛନ୍ତି। ମାର୍ଚ୍ଚ ୧୯ ତାରିଖରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ। […]

YOGI ADITYANATH

YOGI ADITYANATH

Subhransu Sekhar
  • Published: Friday, 05 April 2019
  • Updated: 05 April 2019, 12:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଯବାନଙ୍କୁ ଆମ ଯବାନ ଏବଂ ‘ମୋଦି ସେନା’ କହିବା ନିର୍ବାଚନ ଆଚରଣ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କ ନୋଟିସର ଜବାବ ସେ ଦେବେ ବୋଲି ସମ୍ବାଦପତ୍ର ‘ଜାଗରନ’କୁ ଏକ ସାକ୍ଷାତକାରରେ କହିଛନ୍ତି।

ମାର୍ଚ୍ଚ ୧୯ ତାରିଖରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ। ଏହା ପରେ ଗୁରୁବାର ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ ପଠାଇଥିଲେ। ଆଜି ଅପରାହ୍ମ ସୁଦ୍ଧା ନୋଟିସର ଜବାବ ଦେବାକୁ ଯୋଗୀଙ୍କୁ କୁହାଯାଇଛି।

ସୁଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ ଗାଜିଆବାଦରେ ରାଲି ବେଳେ ଯୋଗୀ ଆଦିତ୍ୟନାଥ ଆତଙ୍କବାଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ‘କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିଆନି ଖୁଆଉଥିବାବେଳେ ମୋଦି ସେନା ସେମାନଙ୍କୁ ବୁଲେଟ୍ ଓ ବମ୍ ଦେଉଛନ୍ତି’

ଦେଶର ସେନା ବିଜେପିର ବୋଲି ଯୋଗୀ ବାର୍ତ୍ତା ଦେବାକୁ ଚାହୁଁଥିବା ନିର୍ବାଚନ କମିଶନ ହୃଦବୋଧ କରିବା ପରେ ଯୋଗୀଙ୍କୁ ନୋଟିସ ପଠାଇଥିଲେ। ଆଚରଣବିଧି ଲାଗୁ ହେବା ବେଳେ ନିର୍ବାଚନ କମିଶନ ସ୍ପଷ୍ଟ କରିସାରିଛନ୍ତି ଯେ ଯବାନଙ୍କୁ ନେଇ କୌଣସି ଦଳ କିଛି ଦାବି କରି ପାରିବ ନାହିଁ କି ଭୋଟ ପ୍ରଚାର ପାଇଁ ସେନାର ଫଟୋ ମଧ୍ୟ ବ୍ୟବହାର ହୋଇ ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story