‘ଟଙ୍କା ଦିଅ, ସ୍ଥାୟୀ ଚାକିରି ନିଅ’

ଗତ 40 ଦିନ ଧରି ଏଏନଏମଙ୍କ ଧାରଣା ଆଜି ନୂଆ ମୋଡ ନେଇଛି। ପୁଲିସ ସେମାନଙ୍କୁ ତୁରନ୍ତ ଉଠିଯିବା ଲାଗି ସକାଳୁ ସକାଳୁ ଡାକବାଜି ଯନ୍ତ୍ର ମାଧ୍ୟରେ ଜଣାଇଥିଲା। କିନ୍ତୁ ଏହା ପଛର କାରଣ ଥିଲା କି ଏକ ଭାଇରାଲ ଓଡିଓ । ଦେଖନ୍ତୁ ପୁରା ଘଟଣା ।