ଚୂନ ମାରିଦେଲେ ଚାରିଶବିଶ୍ ASI ମାଡାମ୍!

ଗାଡ଼ି ବିକିଲେ ଟଙ୍କା ନେଲେ। ହାତରେ ମାଲ ଲାଗିଯିବା ପରେ ବାହାର କଲେ ଅସଲ ରଙ୍ଗ। ମାଲିକାନା ପରିବର୍ତ୍ତନ ନକରି ଗ୍ରାହକଙ୍କୁ ବାରମ୍ୱାର ଦଉଡ଼ାଇଲେ। ଧମକ ଦେଇ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଚାରି ଚକିଆ ବିକି ଚୂନ ମାରିଦେଲେ ପୋଲିସ ମାଡାମ୍। ଯାହାକୁ ନେଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାହକ।

fraud

Debendra Prusty
  • Published: Tuesday, 17 January 2023
  • , Updated: 17 January 2023, 04:01 PM IST

ଗାଡ଼ି ବିକିଲେ ଟଙ୍କା ନେଲେ। ହାତରେ ମାଲ ଲାଗିଯିବା ପରେ ବାହାର କଲେ ଅସଲ ରଙ୍ଗ। ମାଲିକାନା ପରିବର୍ତ୍ତନ ନକରି ଗ୍ରାହକଙ୍କୁ ବାରମ୍ୱାର ଦଉଡ଼ାଇଲେ। ଧମକ ଦେଇ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଚାରି ଚକିଆ ବିକି ଚୂନ ମାରିଦେଲେ ପୋଲିସ ମାଡାମ୍। ଯାହାକୁ ନେଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାହକ।

https://youtu.be/4RUF3aR-ZB8

Related story