ବାବୁଙ୍କ ଜୋତାର ଦାମ ‘୧୦୦୦ କୋଟି’!

ବାବୁଙ୍କ ଗୋଡ଼ରେ ଥିବା ଜୋତାର ଦାମ ବୋଧେ ୧୦୦୦ କୋଟି! । ଆଉ ଏଇଥି ପାଇଁ ବୋଧେ ମାଟିରେ ବାବୁଙ୍କ ଗୋଡ଼ ରହୁନି! ନହେଲେ ଏତେ ବଡ଼ ସମତଳ ଭୂଇଁ ପଡ଼ିଛି, ମଲା ହାତୀ ଉପରେ କାହିଁକି ଗୋଡ଼ ରଖନ୍ତେ ଏହି ବାବୁ? ବନବିଭାଗ କର୍ମଚାରୀଙ୍କ ଲକ୍ଷ୍ମୀଛଡ଼ା କାମ! ହାତୀ ପ୍ରତି ବନବିଭାଗର କେତେ ପ୍ରେମ ସ୍ପଷ୍ଟ କରୁଛି ଏହି ଚିତ୍ର।

hati

Debendra Prusty
  • Published: Tuesday, 04 October 2022
  • , Updated: 04 October 2022, 12:10 PM IST

ବାବୁଙ୍କ ଗୋଡ଼ରେ ଥିବା ଜୋତାର ଦାମ ବୋଧେ ୧୦୦୦ କୋଟି! । ଆଉ ଏଇଥି ପାଇଁ ବୋଧେ ମାଟିରେ ବାବୁଙ୍କ ଗୋଡ଼ ରହୁନି! ନହେଲେ ଏତେ ବଡ଼ ସମତଳ ଭୂଇଁ ପଡ଼ିଛି, ମଲା ହାତୀ ଉପରେ କାହିଁକି ଗୋଡ଼ ରଖନ୍ତେ ଏହି ବାବୁ? ବନବିଭାଗ କର୍ମଚାରୀଙ୍କ ଲକ୍ଷ୍ମୀଛଡ଼ା କାମ! ହାତୀ ପ୍ରତି ବନବିଭାଗର କେତେ ପ୍ରେମ ସ୍ପଷ୍ଟ କରୁଛି ଏହି ଚିତ୍ର।

https://youtu.be/4wtGA973kHI

Related story