ଭାସିଲା ବ୍ୟାରିକେଡ୍‌

ପ୍ରବଳ ବର୍ଷା ଫଳରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ବ୍ୟାରିକେଡ୍‌ ଭାସିଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ଭାସିଯାଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍‌ ଭାସିଯିବା ଫଳରେ ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

baricade

Debendra Prusty
  • Published: Saturday, 06 August 2022
  • , Updated: 06 August 2022, 05:55 PM IST

ପ୍ରବଳ ବର୍ଷା ଫଳରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ବ୍ୟାରିକେଡ୍‌ ଭାସିଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ଭାସିଯାଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍‌ ଭାସିଯିବା ଫଳରେ ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

https://youtu.be/P2kv33ld4B4

Related story