ଗ୍ରାହକଙ୍କ ଥାଳିରେ ଜହର ପରଷୁଥିଲେ!

ବଡ଼ ନାଁ ଧରି ବିଷ କାରବାର। ପଦାକୁ ଆସିଲା ବ୍ରାଣ୍ଡିଂ ପଛର ରହସ୍ୟ। ହୋଟେଲ କଳା କାରବାରର ଖୋଲିଲା ମୁଖା। ବାସି ଖାଦ୍ୟ ଦେଇ ଲୋକଙ୍କୁ ଭୂଆଁ ବନାଉଥିଲେ। ୩ ଦୋକାନ ସିଲ୍, ଲକ୍ଷେ ପାଖାପାଖି ଜରିମାନା ଆଦାୟ।