ଦେଶ news ବିଜେପିର ୩କୁ ବିଜେଡିର ୮ ବଡ଼ ବିଚିତ୍ର ସ୍ଥିତିରେ ଧାମନଗର ବିଜୟ ଆକଳନ। ବିଜେପି କହୁଛି ଜିତିବ ଆଉ ବିଜେଡି କହୁଛି ଜିତିଯାଇଛୁ। ବିଜେପିର ଆକଳନ ୩ରୁ ୪ ହଜାର ବିଜୟ ବ୍ୟାବଧାନ। ମହିଳା ଭୋଟ ଅଧିକ ପାଇଥିବାରୁ ବିଜେଡି ଆକଳନ ୮ ହଜାର। ତେବେ ନିର୍ଣ୍ଣାୟକ ହେବ ରାଜୁ ଦାସଙ୍କ ଭୋଟ। Debendra Prusty 05 Nov 2022 13:19 IST bjdବଡ଼ ବିଚିତ୍ର ସ୍ଥିତିରେ ଧାମନଗର ବିଜୟ ଆକଳନ। ବିଜେପି କହୁଛି ଜିତିବ ଆଉ ବିଜେଡି କହୁଛି ଜିତିଯାଇଛୁ। ବିଜେପିର ଆକଳନ ୩ରୁ ୪ ହଜାର ବିଜୟ ବ୍ୟାବଧାନ। ମହିଳା ଭୋଟ ଅଧିକ ପାଇଥିବାରୁ ବିଜେଡି ଆକଳନ ୮ ହଜାର। ତେବେ ନିର୍ଣ୍ଣାୟକ ହେବ ରାଜୁ ଦାସଙ୍କ ଭୋଟ।Advertisment Dhamnagar Result Bjp BjD Victory Margin Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ