ମୁଢ଼ି ହେବ ମହଙ୍ଗା
ମୁଢ଼ି ଉପରେ ମହଙ୍ଗା ମାଡ଼। ୫ ପ୍ରତିଶତ ଲାଗିବ ଜିଏସଟି। ମୁଢ଼ି ମାଂସ ତ ଦୂରର କଥା ମୁଢ଼ି ଚା’ ଖାଇଲେ ବି ବାଧିବ। ପ୍ୟାକିଂ କରି ବିକିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ମୁଢ଼ି ସହ ଚୁଡା, ଖଇ ଲିଆ ବି ହେବ ମହଙ୍ଗା।
ଆହୁରି ପଢ଼ନ୍ତୁ