‘ମଦ ପିଇକି ଛୁଆ ଶୋଇଛନ୍ତି, ଭୋଟ ଦେବେ କେମିତି?’

‘ମଦ ପିଇକି ଛୁଆ ଶୋଇଛନ୍ତି ଭୋଟ ଦେବେ କେମିତି?’ ଏଭଳି ଅଭିଯୋଗ କରିଛନ୍ତି ଜଣେ ମା। ଧାମନଗରରେ ଗତକାଲି ଉପନିର୍ବାଚନ ଚାଲିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।