ରବିବାର ସନ୍ଧ୍ୟାରେ ଚାଇନା ଆକାଶରେ ରଙ୍ଗବେରଙ୍ଗର ଆଲୋକ ବର୍ତ୍ତିକା ଦେଖିବାକୁ ମିଳିଛି। ଯାହାକୁ ଦେଖ ଲୋକେ ଯେତିକି ଭୟଭୀତ ସେତିକି ଆଶ୍ଚର୍ଯ୍ୟ। କିଛି ସମୟ ଜଳି ରଙ୍ଗ ବେରଙ୍ଗ ଆଲୋକ ଦେଖା ଯିବା ପରେ କୁଆଡେ ଉଭାନ ହୋଇଯାଇଛି ସେହି ନିଆଁ ପିଣ୍ଡ।
https://youtu.be/oESEmNlG_RE
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।