ସେକ୍ସ ରାକେଟ୍‌ ମାଲିକ ବିଜେଡି ବିଧାୟକ! ଅଭିଯୋଗର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ତିର୍ତ୍ତୋଲ ବିଧାୟକ ସେକ୍ସ ରାକେଟ ଚଳାଉଛନ୍ତି। ନିରୀହ ଯୁବତୀଙ୍କୁ ଏଥିରେ ନିଯୋଜିତ କରୁଛନ୍ତି। କିଛି ଏଭଳି ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ ପ୍ରେମିକା ସୋମାଲିକା ଦାସ। ଏହାସହ ଅହୁରି ଅନେକ ସାଘାଂତିକ ଅଭିଯୋଗ ଆଣିଥିଲେ ସୋମାଲିକା। ତେବେ ଏହାକୁ ପୋଲିସ ଗୁରୁତ୍ୱର ସହ ତଦନ୍ତ କରିବା ପାଇଁ ଅଣ୍ଟାଭିଡିଛି।