ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ !
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ମିଳିଛି। ମିଲିଥିବା ସୂଚନା ଅନୁସାରେ ନବୀନ ନିବାସକୁ ଏକ ହାତଲେଖା ଚିଠି ଆସିଛି। ଏଥିରେ ୟେକୌଣସି ସମୟରେ ନବୀନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।
ଆହୁରି ପଢ଼ନ୍ତୁ