ପାରିବାରିକ କଳହ ଯୋଗୁଁ ରାଇମୋହନ ଆତ୍ମହତ୍ୟା କରିଥାଇପାରନ୍ତି !

କିଛିଦିନ ହେବ ରାଇମୋହନ ଦୁଃଖରେ ଥିଲେ। ସେ ଦୁଃଖରେ ଥିବା ଭଳି ଳାଗୁଥିଲେ। ପାରିବାରିକ ବିବାଦ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ତାଙ୍କ ପଡୋଶୀ କହିଛନ୍ତି।