‘ମୋ ପାଇଁ ମୋ ଟିମ୍‌ ସାମ୍ନାକୁ ଆସେ’

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ମଧ୍ୟରେ ଓଲିଉଡ୍&zwnj;ର ଆଗଧାଡ଼ିର ନାୟିକା ପାଲଟି ଯାଇଛନ୍ତି ଏଲିନା ସାମନ୍ତରାୟ। ୨୦୧୪ରେ ତରଙ୍ଗ ଚ୍ୟାନେଲ୍&zwnj;ରେ ପ୍ରସାରିତ ରିୟାଲିଟି ଶୋ&rsquo; &lsquo;କିଏ ହେବ ମୋ ହିରୋଇନ୍&zwnj;&rsquo;ରେ ବିଜୟିନୀ ହେବା ପରେ ଏଲିନାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା &lsquo;ଇଶ୍କ ତୁ ହି ତୁ&rsquo;। ଏଥିରେ ସୁପର୍&zwnj;ଷ୍ଟାର୍&zwnj; ଅରିନ୍ଦମ୍&zwnj;ଙ୍କ ସହ ଏଲିନା ଲିଡ୍&zwnj; ରୋଲ୍&zwnj;ରେ ନଜର ଆସିଥିଲେ। ପିଲ୍ମଟି ହିଟ୍&zwnj; ମଧ୍ୟ ହେଇଥିଲା। ଏହାପରେ ଅଭିନୟ ଜଗତରେ ସଫଳତାର ଗୋଟିଏ ପରେ ଏନ୍ୟ ଏକ ପାହାଚ ଚଢ଼ି ଚାଲିଥିଲେ ଏଲିନା। ସେ ଏମିତି ଜଣେ ଅଭିନେତ୍ରୀ ଯେ ଖୁବ୍ କମ୍ ଦିନ ମଧ୍ୟରେ ଓଲିଉଡ୍&zwnj;ର ଅଧିକାଶଂ ହିରୋଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।&nbsp; ଗତ ୪ବର୍ଷ ଧରି ଓଡ଼ିଆ ଫିଲ୍ମ କରି ଆସୁଥିବା ଏଲିନା ଅନେକ ସମୟରେ ଆଉଟ୍&zwnj;ଡୋର୍&zwnj; ସୁଟିଂରେ ମଧ୍ୟ ଯାଉଛନ୍ତି।</p> <p>ତେବେ ନିଜର ସେଫ୍&zwnj;ଟି ବା ନିରାପତ୍ତା ପାଇଁ କ&#039;ଣ କରନ୍ତି ପଚାରିବାରୁ ଏଲିନା କହିଛନ୍ତି- &ldquo;ମୁଁ ବହୁତ ଭାଗ୍ୟବାନ୍&zwnj; ଯେ ମୁଁ ଓଲିଉଡ୍&zwnj;ରେ ଅଛି। ମୁଁ ଯେତେବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୁଟିଂ କରେ ଏବଂ କିଛି ପିଲା ଝିଅଙ୍କୁ ଦେଖି କମେଣ୍ଟ କରନ୍ତି, ସେହି ସମୟରେ ମୋ ଟିମ୍&zwnj; ସାମ୍ନାକୁ ଆସେ ଏବଂ ମତେ ସପୋର୍ଟ କରେ। ଆମ ସୁଟିଂ ସେଟ୍&zwnj;ରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ। ଯେକୌଣସି ଝିଅ ଉପରେ କିଛି ବିପଦ ଆସିଲେ, ଟିମ୍&zwnj; ଲୋକ ସେସବୁର ସାମ୍ନା କରନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି।&rdquo;</p>

Ordigital Desk
  • Published: Wednesday, 26 September 2018
  • Updated: 26 September 2018, 01:13 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ମଧ୍ୟରେ ଓଲିଉଡ୍&zwnj;ର ଆଗଧାଡ଼ିର ନାୟିକା ପାଲଟି ଯାଇଛନ୍ତି ଏଲିନା ସାମନ୍ତରାୟ। ୨୦୧୪ରେ ତରଙ୍ଗ ଚ୍ୟାନେଲ୍&zwnj;ରେ ପ୍ରସାରିତ ରିୟାଲିଟି ଶୋ&rsquo; &lsquo;କିଏ ହେବ ମୋ ହିରୋଇନ୍&zwnj;&rsquo;ରେ ବିଜୟିନୀ ହେବା ପରେ ଏଲିନାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା &lsquo;ଇଶ୍କ ତୁ ହି ତୁ&rsquo;। ଏଥିରେ ସୁପର୍&zwnj;ଷ୍ଟାର୍&zwnj; ଅରିନ୍ଦମ୍&zwnj;ଙ୍କ ସହ ଏଲିନା ଲିଡ୍&zwnj; ରୋଲ୍&zwnj;ରେ ନଜର ଆସିଥିଲେ। ପିଲ୍ମଟି ହିଟ୍&zwnj; ମଧ୍ୟ ହେଇଥିଲା। ଏହାପରେ ଅଭିନୟ ଜଗତରେ ସଫଳତାର ଗୋଟିଏ ପରେ ଏନ୍ୟ ଏକ ପାହାଚ ଚଢ଼ି ଚାଲିଥିଲେ ଏଲିନା। ସେ ଏମିତି ଜଣେ ଅଭିନେତ୍ରୀ ଯେ ଖୁବ୍ କମ୍ ଦିନ ମଧ୍ୟରେ ଓଲିଉଡ୍&zwnj;ର ଅଧିକାଶଂ ହିରୋଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।&nbsp; ଗତ ୪ବର୍ଷ ଧରି ଓଡ଼ିଆ ଫିଲ୍ମ କରି ଆସୁଥିବା ଏଲିନା ଅନେକ ସମୟରେ ଆଉଟ୍&zwnj;ଡୋର୍&zwnj; ସୁଟିଂରେ ମଧ୍ୟ ଯାଉଛନ୍ତି।</p><p>ତେବେ ନିଜର ସେଫ୍&zwnj;ଟି ବା ନିରାପତ୍ତା ପାଇଁ କ&#039;ଣ କରନ୍ତି ପଚାରିବାରୁ ଏଲିନା କହିଛନ୍ତି- &ldquo;ମୁଁ ବହୁତ ଭାଗ୍ୟବାନ୍&zwnj; ଯେ ମୁଁ ଓଲିଉଡ୍&zwnj;ରେ ଅଛି। ମୁଁ ଯେତେବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୁଟିଂ କରେ ଏବଂ କିଛି ପିଲା ଝିଅଙ୍କୁ ଦେଖି କମେଣ୍ଟ କରନ୍ତି, ସେହି ସମୟରେ ମୋ ଟିମ୍&zwnj; ସାମ୍ନାକୁ ଆସେ ଏବଂ ମତେ ସପୋର୍ଟ କରେ। ଆମ ସୁଟିଂ ସେଟ୍&zwnj;ରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ। ଯେକୌଣସି ଝିଅ ଉପରେ କିଛି ବିପଦ ଆସିଲେ, ଟିମ୍&zwnj; ଲୋକ ସେସବୁର ସାମ୍ନା କରନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos