ନିର୍ବାଚନ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଭୋଟର ଏହି ସମୟରେ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି। ଗଣତନ୍ତ୍ରର ଏହି ପର୍ବରେ ସାମିଲ୍ ହେବା ପାଇଁ ସକାଳୁ ସକାଳୁ ଆଈ ନାତୁଣୀ ସାଇକେଲରେ ମତଦାନ କେନ୍ଦ୍ରକୁ ଆସିଛନ୍ତି। ଯୁବତୀ (ନାତୁଣୀ) ଜଣଙ୍କ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଆସିଛନ୍ତି। ଏ ନେଇ ସେ ଖୁସି ଜାହିର କରିଛନ୍ତି। ଏଥିସହ ତାଙ୍କ ପସନ୍ଦର ପ୍ରାର୍ଥୀ କିଏ ସେ ବାବଦରେ ମତ ରଖିଛନ୍ତି।
https://www.youtube.com/watch?v=m_Ds3Oe7hqs