ଦିନରେ ମଣିଷ ମାରିଲେ, ରାତିରେ ଜାମିନ!

ଚୋର-ପୁଲିସ ଖେଳ ଖେଳୁଛି କି ସୋନପୁର ପୁଲିସ? ଗାଡ଼ି ମଡ଼ାଇ ନିରୀହ ଲୋକଙ୍କୁ ପୋକ-ମାଛି ଭଳି ମାରିଦେଲେ। ଏବେ ବି ଜୀବନ ସହ ସଂଘର୍ଷ କରୁଛନ୍ତି ୬ ଜଣ। ରାତିରାତି ଡ୍ରାଇଭରଙ୍କୁ କେମିତି ମିଳିଲା ଜାମିନ? କାହିଁକି ନା, ଦୋଷୀଙ୍କ ବିରୋଧରେ ସୋନପୁର ପୁଲିସ ଲଗାଇଥିଲା କୋହଳ ଦଫା।

accident police

accident police

Debendra Prusty
  • Published: Monday, 18 July 2022
  • Updated: 18 July 2022, 10:22 AM IST

Sports

Latest News

ଚୋର-ପୁଲିସ ଖେଳ ଖେଳୁଛି କି ସୋନପୁର ପୁଲିସ? ଗାଡ଼ି ମଡ଼ାଇ ନିରୀହ ଲୋକଙ୍କୁ ପୋକ-ମାଛି ଭଳି ମାରିଦେଲେ। ଏବେ ବି ଜୀବନ ସହ ସଂଘର୍ଷ କରୁଛନ୍ତି ୬ ଜଣ। ରାତିରାତି ଡ୍ରାଇଭରଙ୍କୁ କେମିତି ମିଳିଲା ଜାମିନ? କାହିଁକି ନା, ଦୋଷୀଙ୍କ ବିରୋଧରେ ସୋନପୁର ପୁଲିସ ଲଗାଇଥିଲା କୋହଳ ଦଫା।

https://youtu.be/HFolD-7Tvww

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos