ଦିନରେ ମଣିଷ ମାରିଲେ, ରାତିରେ ଜାମିନ!

ଚୋର-ପୁଲିସ ଖେଳ ଖେଳୁଛି କି ସୋନପୁର ପୁଲିସ? ଗାଡ଼ି ମଡ଼ାଇ ନିରୀହ ଲୋକଙ୍କୁ ପୋକ-ମାଛି ଭଳି ମାରିଦେଲେ। ଏବେ ବି ଜୀବନ ସହ ସଂଘର୍ଷ କରୁଛନ୍ତି ୬ ଜଣ। ରାତିରାତି ଡ୍ରାଇଭରଙ୍କୁ କେମିତି ମିଳିଲା ଜାମିନ? କାହିଁକି ନା, ଦୋଷୀଙ୍କ ବିରୋଧରେ ସୋନପୁର ପୁଲିସ ଲଗାଇଥିଲା କୋହଳ ଦଫା।