ନାକ ତଳେ ମାଛି ଭଣ ଭଣ!

ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲଗୁଡିକୁ ନୂଆ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ ପଟେ ସ୍କୁଲଗୁଡିକରେ ଶିକ୍ଷକ ନାହାନ୍ତି। ଏଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ପ୍ରଶାନ୍ତି ବିହାରର ଚିତ୍ର। ଏଠାରେ ଥିବା ହାଇସ୍କୁଲରେ ୧୫୦ରୁ ଅଧିକ ପିଲାଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ଅଭିଯୋଗ ହୋଇଛି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଛାତ୍ରଛାତ୍ରୀ।

mo school

mo school

Debendra Prusty
  • Published: Tuesday, 20 September 2022
  • Updated: 20 September 2022, 10:50 AM IST

Sports

Latest News

ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲଗୁଡିକୁ ନୂଆ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ ପଟେ ସ୍କୁଲଗୁଡିକରେ ଶିକ୍ଷକ ନାହାନ୍ତି। ଏଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ପ୍ରଶାନ୍ତି ବିହାରର ଚିତ୍ର। ଏଠାରେ ଥିବା ହାଇସ୍କୁଲରେ ୧୫୦ରୁ ଅଧିକ ପିଲାଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ଅଭିଯୋଗ ହୋଇଛି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଛାତ୍ରଛାତ୍ରୀ।

https://youtu.be/I9xS46quzXk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos