ସ୍ୱାମୀ ହାତରେ ସ୍ତ୍ରୀ କଟାମୁଣ୍ଡ

ପରିବାରକୁ ଛାରଖାର କରିଦେଲା ସନ୍ଦେହ। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ। ଆଉ ରକ୍ତଜୁଡୁବୁଡୁ ମୁଣ୍ଡକୁ ଧରି ୧୨ କିମି ଚାଲିଲା। ମନର କେତେ ଆକ୍ରୋଶ ଥିଲା ଯେ ଶରୀରରୁ ମୁଣ୍ଡ ଅଲଗା କରିଦେଲା। ଜୀବନ ଚାଲିଗଲା ବୋଲି ବି ଜାଣିପାରିନଥିବ ସ୍ତ୍ରୀ। ଢ଼େଙ୍କାନାଳ ଗଁନ୍ଦିଆ ଥାନା ଚନ୍ଦ୍ରଶେଖର ପୁର ଗାଁରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଛି।

katamunda

katamunda

Debendra Prusty
  • Published: Saturday, 16 July 2022
  • Updated: 16 July 2022, 03:55 PM IST

Sports

Latest News

ପରିବାରକୁ ଛାରଖାର କରିଦେଲା ସନ୍ଦେହ। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ। ଆଉ ରକ୍ତଜୁଡୁବୁଡୁ ମୁଣ୍ଡକୁ ଧରି ୧୨ କିମି ଚାଲିଲା। ମନର କେତେ ଆକ୍ରୋଶ ଥିଲା ଯେ ଶରୀରରୁ ମୁଣ୍ଡ ଅଲଗା କରିଦେଲା। ଜୀବନ ଚାଲିଗଲା ବୋଲି ବି ଜାଣିପାରିନଥିବ ସ୍ତ୍ରୀ। ଢ଼େଙ୍କାନାଳ ଗଁନ୍ଦିଆ ଥାନା ଚନ୍ଦ୍ରଶେଖର ପୁର ଗାଁରେ ଘଟିଥିବା ଏଭଳି ଏକ ଲୋମହର୍ଷଣକାରୀ ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଛି।

https://youtu.be/tYuNcke0kZw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos