୫୯ ବର୍ଷ ମଧ୍ୟରେ କେଉଁ ସବୁ ବିମାନ ବାୟୁସେନାରେ ସାମିଲ୍ ହୋଇଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଗ୍ ୨୧ ଥିଲା ଦେଶର ପ୍ରଥମ ଯୁଦ୍ଧ ବିମାନ। ଏହାରି ଭିତରେ ୫୯ ବର୍ଷ ବିତିଯାଇଛି ଏବଂ ରାଫେଲ ହାସଲ କରି ବିଶ୍ୱର ସାମରିକ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ୍ ହୋଇଛି ଭାରତ। ୧୯୬୧ରେ ଋଷିଆର ମିକୋୟାନ୍-ଗୁରେବିଚ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ନିର୍ମିତ ମିଗ୍ -୨୧ ବିମାନ ହାସଲ କରିବା ଠାରୁ ବୁଧବାର ଫ୍ରାନ୍ସ ଦ୍ୱାରା ନିର୍ମିତ ପାଞ୍ଚଟି ରାଫେଲ୍ ଫାଇଟର୍ ଜେଟ ହାସଲ କରି ଭାରତୀୟ ବାୟୁସେନା ଜବରଦସ୍ତ ଢଙ୍ଗରେ ଏହାର […]

mig 21 (1)

Subhransu Sekhar
  • Published: Friday, 31 July 2020
  • , Updated: 31 July 2020, 07:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଗ୍ ୨୧ ଥିଲା ଦେଶର ପ୍ରଥମ ଯୁଦ୍ଧ ବିମାନ। ଏହାରି ଭିତରେ ୫୯ ବର୍ଷ ବିତିଯାଇଛି ଏବଂ ରାଫେଲ ହାସଲ କରି ବିଶ୍ୱର ସାମରିକ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ୍ ହୋଇଛି ଭାରତ। ୧୯୬୧ରେ ଋଷିଆର ମିକୋୟାନ୍-ଗୁରେବିଚ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ନିର୍ମିତ ମିଗ୍ -୨୧ ବିମାନ ହାସଲ କରିବା ଠାରୁ ବୁଧବାର ଫ୍ରାନ୍ସ ଦ୍ୱାରା ନିର୍ମିତ ପାଞ୍ଚଟି ରାଫେଲ୍ ଫାଇଟର୍ ଜେଟ ହାସଲ କରି ଭାରତୀୟ ବାୟୁସେନା ଜବରଦସ୍ତ ଢଙ୍ଗରେ ଏହାର ଯୁଦ୍ଧ କ୍ଷମତା ବଢ଼ାଇଛି। ଆସନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନର ତାଲିକା ଉପରେ ନଜର ପକାଇବା।

 

https://www.youtube.com/watch?v=YPsoA9c0vGA

Related story