ଭୟଙ୍କର ଜମି ଜାଲିଆତିର ମହାଖୁଲାସା !
ଏକର କି ଦୁଇ ଏକର ନୁହେଁ ଜାଲିଆତି କରି ହଡ଼ପ ହୋଇଛି ଶହେ ଏକର ଜମି। ସୂଚନା ଆଇନ ବଳରେ ଏହି ଭୟଙ୍କର ଜମି ଜାଲିଆତିର ହୋଇଛି ମହାଖୁଲାସା। ବିଜେଡି ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବେଆଇନ ଜମ ହଡ଼ପକୁ ନେଇ ଦେଖନ୍ତୁ ଏହି ରିପୋର୍ଟ…