କିଞ୍ଚିତ୍ କଥା: ଜଳ ପାଇଁ ଜେଲ୍

ବିନା ଜଳରେ କେହି ବି ତିଷ୍ଟି ପାରିବେ ନାହିଁ। ହେଲେ ଜଳର ଅପଚୟ ବିଭିନ୍ନ ଆଳରେ ଆବଶ୍ୟକରୁ ଅଧିକ ନଷ୍ଟ ହେଉଛି। ଏବେ ଯେଉଁମାନେ ଜଳ ନଷ୍ଟ କରୁଛନ୍ତି ସେମାନେ ସାବଧାନ ହୋଇଯିବା ଦରକାର। କାରଣ ଜଳ ନଷ୍ଟ କଲେ ପାଞ୍ଚ ବର୍ଷ ଜେଲ୍ ସହିତ ଜୋରିମାନା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଏଥରର କିଞ୍ଚିତ କଥା: ଜଳ ପାଇଁ ଜେଲ୍।