ତେନ୍ତୁଳିରୁ ମିଳେ ଏସବୁ ଫାଇଦା
ଆଜିକା ସମୟରେ ଫିଟ୍ ରହିବାକୁ ସମସ୍ତେ ଚାହୁଁଛନ୍ତି। ଆଉ ଏଥିଲାଗି କେତେ କ’ଣ ବି କରୁଛନ୍ତି । ହେଲେ ବହୁତ କମ୍ ଲୋକ ଜାଣିଥିବେ ଯେ ଶରୀରର ଓଜନ କମ୍ କରିବାରେ ତେନ୍ତୁଳି ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ବି, କ୍ୟାଲସିଅମ୍, ଆଇରନ୍, ମାଙ୍