ଜେଲରେ ଲଭ୍ ସେକ୍ସ ଓ ଧୋକ୍କା!

କଡ଼ା ସୁରକ୍ଷା ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ପ୍ରେମ, ଶାରୀରିକ ସଂପର୍କ ଓ ପ୍ରତାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ପ୍ରଥମେ ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା। ଆଉ ତାପରେ…

love sex

Subhransu Sekhar
  • Published: Sunday, 07 February 2021
  • , Updated: 07 February 2021, 11:48 PM IST

କଡ଼ା ସୁରକ୍ଷା ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ପ୍ରେମ, ଶାରୀରିକ ସଂପର୍କ ଓ ପ୍ରତାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ପ୍ରଥମେ ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା। ଆଉ ତାପରେ...

https://youtu.be/7gdfCbENBTI

Related story