ଦିନରେ ପୁରୁଷ ରାତିରେ ମହିଳା!

ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ। ତାଙ୍କ ସ୍ୱାମୀ ନାରୀ ହୋଇ ପୁରୁଷମାନଙ୍କ ସହ ସେକ୍ସ କରୁଥିଲେ। ଶୁଣନ୍ତୁ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ମହିଳା ଜଣଙ୍କ କଣ କହୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।