ସ୍ତ୍ରୀଙ୍କ ଲମ୍ବା ଲିଷ୍ଟ

ଗଂଜାମ ଜିଲ୍ଲା ରମ୍ଭାର ସମୀର ପ୍ରସାଦ ବେଜ। ନିଜ ଭଉଣୀକୁ ମାମୁଁ ପୁଅ ଭାଇଠୁ ମୁକାଳିବାକୁ ପାଗଳ ବେଶରେ ବୁଲୁଥିଲା ଭାଇ। ଅନ୍ୟପଟେ ଗୋଟେ ପରେ ଗୋଟେ ବାହା ହୋଇ ମଉଜ କରୁଥିବା ସ୍ୱାମୀକୁ ପାଗେଳୀଙ୍କ ପରି ଖୋଜି ଚାଲିଥିଲେ ସ୍ତ୍ରୀ।