Advertisment

ପର ପୁରୁଷ ପ୍ରେମରେ ଛୁଆକୁ ମାରିଲା ମାଆ

ପର ପୁରୁଷ ପ୍ରେମରେ ଅନ୍ଧ ହୋଇଗଲା ମାଆ। ଜନ୍ମଦେଲୁ କାହିଁକି.. କଚାଡି କଚାଡି ମାରିଲୁ କାହିଁକି? ଅନ୍ତଫାଡି ଜନ୍ମ ଦେଲୁ, ପ୍ରେମ ପାଇଁ ବଳି ପକାଇଦେଲୁ। ସ୍ୱାମୀ ବିଦେଶରେ, ଯୁବକଙ୍କ ପ୍ରେମରେ ସ୍ତ୍ରୀ ବାୟାଣୀ। ଉଭୟଙ୍କ ପ୍ରେମର କଣ୍ଟା ସାଜିଥିଲା ତିନି ବର୍ଷର କୁନି ପୁଅ।

author-image
Debendra Prusty
ପର ପୁରୁଷ ପ୍ରେମରେ ଛୁଆକୁ ମାରିଲା ମାଆ

child

ପର ପୁରୁଷ ପ୍ରେମରେ ଅନ୍ଧ ହୋଇଗଲା ମାଆ। ଜନ୍ମଦେଲୁ କାହିଁକି.. କଚାଡି କଚାଡି ମାରିଲୁ କାହିଁକି? ଅନ୍ତଫାଡି ଜନ୍ମ ଦେଲୁ, ପ୍ରେମ ପାଇଁ ବଳି ପକାଇଦେଲୁ। ସ୍ୱାମୀ ବିଦେଶରେ, ଯୁବକଙ୍କ ପ୍ରେମରେ ସ୍ତ୍ରୀ ବାୟାଣୀ। ଉଭୟଙ୍କ ପ୍ରେମର କଣ୍ଟା ସାଜିଥିଲା ତିନି ବର୍ଷର କୁନି ପୁଅ।

Advertisment

Blind Love Mother Killed Child For Extramarital Love Murder For Love