ଚର୍ଚ୍ଚାରେ କେରଳର ମା' ପୁଅ

ଏକାସାଙ୍ଗେ ପାଠ ପଢୁଥିଲେ। ଗୋଟିଏ ବ୍ୟାଚରେ ପରୀକ୍ଷା ବି ଦେଇଥିଲେ। ଆଉ ଏକକାଳୀନ ପରୀକ୍ଷାରେ ପାସ୍ ବି ହେଲେ। ୪୨ ବର୍ଷୀୟା ମା କୁ ୨୪ ବର୍ଷୀୟ ପୁଅ। ଗୋଟିଏ ବ୍ୟାଚରେ ମା ପୁଅଙ୍କ ପାଠ ପଢ଼ା ଆଉ ପରୀକ୍ଷା ଦେବା କଥା ଶୁଣି ଲୋକ ତ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଦୃଢ଼ ମନୋବଳ ଥିଲେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣ କରିଛନ୍ତି ୪୨ ବର୍ଷୀୟା ବିନ୍ଦୁ।

keral mother

Debendra Prusty
  • Published: Thursday, 11 August 2022
  • , Updated: 11 August 2022, 01:29 PM IST

ଏକାସାଙ୍ଗେ ପାଠ ପଢୁଥିଲେ। ଗୋଟିଏ ବ୍ୟାଚରେ ପରୀକ୍ଷା ବି ଦେଇଥିଲେ। ଆଉ ଏକକାଳୀନ ପରୀକ୍ଷାରେ ପାସ୍ ବି ହେଲେ। ୪୨ ବର୍ଷୀୟା ମା କୁ ୨୪ ବର୍ଷୀୟ ପୁଅ। ଗୋଟିଏ ବ୍ୟାଚରେ ମା ପୁଅଙ୍କ ପାଠ ପଢ଼ା ଆଉ ପରୀକ୍ଷା ଦେବା କଥା ଶୁଣି ଲୋକ ତ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଦୃଢ଼ ମନୋବଳ ଥିଲେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣ କରିଛନ୍ତି ୪୨ ବର୍ଷୀୟା ବିନ୍ଦୁ।

https://youtu.be/zkQCSXvvsSc

Related story