୪ ସନ୍ତାନର ମାଆ ଗଢ଼ୁଛି ନୂଆ ସଂସାର!

ପିଲାଙ୍କ ଦୁଃଖ ଶୁଣି, ପଡିଶାଘର ବୁଢ଼ୀ ମାଉସୀଙ୍କ ଆଖିରୁ ଲୁହ ଝରିପଡୁଛି। ଅଥଚ ଜନ୍ମକଲା ମାଆ, ପିଲାଙ୍କ ମୁହିଁ ଚାହିଲାନି। ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ, ମଶାଣୀରେ ସ୍ୱାମୀଙ୍କ ଜୁଇ ଜଳୁଥିଲା, ଆଉ ସ୍ତ୍ରୀ ତା ପ୍ରେମିକ ହାତରେ ହାତ ଛନ୍ଦି, ଅନ୍ଧାର ରାତିରେ ଚାଲିଥିଲା। ଜନ୍ମକଲା ମାଆଙ୍କ ବିରୋଧରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ପିଲାମାନେ। କେନ୍ଦ୍ରାପଡା ଜିଲ୍ଲା ଭାମଣ୍ଡା ଅଞ୍ଚଳର ଏଇ ଘଟଣାକୁ ନେଇ ସାହି ପାଡିଶାର ଲୋକେ, ଏବେ ଟୁପୁରୁଟାପୁରୁ ହେଉଛନ୍ତି।

mother left children

Debendra Prusty
  • Published: Wednesday, 24 August 2022
  • , Updated: 24 August 2022, 10:51 AM IST

ପିଲାଙ୍କ ଦୁଃଖ ଶୁଣି, ପଡିଶାଘର ବୁଢ଼ୀ ମାଉସୀଙ୍କ ଆଖିରୁ ଲୁହ ଝରିପଡୁଛି। ଅଥଚ ଜନ୍ମକଲା ମାଆ, ପିଲାଙ୍କ ମୁହିଁ ଚାହିଲାନି। ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ, ମଶାଣୀରେ ସ୍ୱାମୀଙ୍କ ଜୁଇ ଜଳୁଥିଲା, ଆଉ ସ୍ତ୍ରୀ ତା ପ୍ରେମିକ ହାତରେ ହାତ ଛନ୍ଦି, ଅନ୍ଧାର ରାତିରେ ଚାଲିଥିଲା। ଜନ୍ମକଲା ମାଆଙ୍କ ବିରୋଧରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ପିଲାମାନେ। କେନ୍ଦ୍ରାପଡା ଜିଲ୍ଲା ଭାମଣ୍ଡା ଅଞ୍ଚଳର ଏଇ ଘଟଣାକୁ ନେଇ ସାହି ପାଡିଶାର ଲୋକେ, ଏବେ ଟୁପୁରୁଟାପୁରୁ ହେଉଛନ୍ତି।

https://youtu.be/pvO8MbMKZLM

Related story