ଆଫ୍ରିକା ଜଙ୍ଗଲରେ ଓଡ଼ିଆ ଦମ୍ପତି

ବନ୍ୟ ପ୍ରାଣୀଙ୍କ ପ୍ରେମରେ ପଡ଼ିଛନ୍ତି ଓଡ଼ିଆ ଦମ୍ପତି। ଖାସ୍ ଏହି ସଉକ ପାଇଁ ଘୁରି ବୁଲୁଛନ୍ତି ଦେଶ ବିଦେଶର ବିଭିନ୍ନ ଜଙ୍ଗଲ। ଏହି ନିଆରା ଶୀକାର ପାଇଁ ତାଙ୍କର ଅସ୍ତ୍ର ସାଜିଛି ସେମାନଙ୍କ ପ୍ରିୟ ବସ୍ତୁ କ୍ୟାମେରା ଓ ଲେନ୍ସ।

AFRICA JUNGLE

Subhransu Sekhar
  • Published: Sunday, 07 February 2021
  • , Updated: 07 February 2021, 11:55 PM IST

ବନ୍ୟ ପ୍ରାଣୀଙ୍କ ପ୍ରେମରେ ପଡ଼ିଛନ୍ତି ଓଡ଼ିଆ ଦମ୍ପତି। ଖାସ୍ ଏହି ସଉକ ପାଇଁ ଘୁରି ବୁଲୁଛନ୍ତି ଦେଶ ବିଦେଶର ବିଭିନ୍ନ ଜଙ୍ଗଲ। ଏହି ନିଆରା ଶୀକାର ପାଇଁ ତାଙ୍କର ଅସ୍ତ୍ର ସାଜିଛି ସେମାନଙ୍କ ପ୍ରିୟ ବସ୍ତୁ କ୍ୟାମେରା ଓ ଲେନ୍ସ।

https://youtu.be/OP8_1oa0MFM

Related story