ଓଲିଉଡକୁ ବୁଡ଼ାଇ ଦେଲା ରାଜନୀତି!

ଫିଲ୍ମ କରୁଥିଲେ ଷ୍ଟାରଡମ୍ ଥିଲା, ରାଜନୀତିକୁ ଆସିଲେ ସରିଗଲା! କିଏ ଜିତି ସାଂସଦ-ବିଧାୟକ ହେଲେ, ଫିଲ୍ମ କଥା ଭୁଲିଗଲେ? କିଏ କିଏ ରାଜନୀତିକୁ ଆସି, ଉଭୟ ଫିଲ୍ମ ଓ ରାଜନୀତିରୁ ଧୋକା ପାଇଲେ! ଆଉ ରାଜନୀତି ମୋହ ଓଡ଼ିଆ ଫିଲ୍ମକୁ ଏକ ପ୍ରକାର ବୁଡ଼ାଇ ଦେଲା?

ଆହୁରି ପଢ଼ନ୍ତୁ