ଏଇଠୁ ଶାଢ଼ୀ କିଣୁଥିଲେ ରାଷ୍ଟ୍ରପତି !

ଯେବେ ବିଧାୟକ ଏବଂ ମନ୍ତ୍ରୀ ଥିଲେ ଏଠି ପଡ଼ିଥିଲା ତାଙ୍କ ପାଦ। ଏଇଠୁ ମନପସନ୍ଦର ଶାଢ଼ୀ କିଣୁଥିଲେ ଦ୍ରୌପଦୀ ମୁର୍ମୁ। ଆଉ ସେହି କଥାକୁ ମନେ ପକାଇ ଖୁସିରେ ଆତ୍ମହରା ଏହି ବୁଣାକାରମାନେ। କାହିଁକି ବା ଖୁସି ଲାଗିବନି? ଯିଏ ଦିନେ ଏହି ତନ୍ତୁବାୟ ସମିତିରୁ ଶାଢ଼ୀ କିଣିଥିଲେ ସେ ଆଜି ଦେଶର ସର୍ବୋଚ୍ଚ ଆସନର ଗାରିମା ବଢ଼ାଉଛନ୍ତି।

saree

saree

Debendra Prusty
  • Published: Thursday, 28 July 2022
  • Updated: 28 July 2022, 01:14 PM IST

Sports

Latest News

ଯେବେ ବିଧାୟକ ଏବଂ ମନ୍ତ୍ରୀ ଥିଲେ ଏଠି ପଡ଼ିଥିଲା ତାଙ୍କ ପାଦ। ଏଇଠୁ ମନପସନ୍ଦର ଶାଢ଼ୀ କିଣୁଥିଲେ ଦ୍ରୌପଦୀ ମୁର୍ମୁ। ଆଉ ସେହି କଥାକୁ ମନେ ପକାଇ ଖୁସିରେ ଆତ୍ମହରା ଏହି ବୁଣାକାରମାନେ। କାହିଁକି ବା ଖୁସି ଲାଗିବନି? ଯିଏ ଦିନେ ଏହି ତନ୍ତୁବାୟ ସମିତିରୁ ଶାଢ଼ୀ କିଣିଥିଲେ ସେ ଆଜି ଦେଶର ସର୍ବୋଚ୍ଚ ଆସନର ଗାରିମା ବଢ଼ାଉଛନ୍ତି।

https://youtu.be/mrC3cJdHmTA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos