ଚର୍ଚ୍ଚାରେ ରାହୁଲଙ୍କ ଟି ସାର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧି ପିନ୍ଧୁଛନ୍ତି ୪୧ ହଜାର ଟଙ୍କାର ଟି ସାର୍ଟ। ବରବେରି ବ୍ରାଣ୍ଡର ଏହି ଟି ସାର୍ଟ ସବୁଠୁ ମହଙ୍ଗା। କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସ୍ଲୋଗାନର ଜବାବ ଦେଇ ଏଭଳି ତଥ୍ୟ ରଖିଛି ବିଜେପି।