ଏତେ ଧନୀ କେମିତି ହେଲେ ରୁଦ୍ର

ପିପିଲିରେ ଉଷ୍ମ ହେବାରେ ଲାଗିଛି ରାଜନିତୀକ ପାଣିପାଗ। ଏହାରି ଭିତରେ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାଯାଉଛି ରୁଦ୍ର ମହାରଥୀଙ୍କ ସମ୍ପତ୍ତି ତାଲିକା ଖୁବ୍ ବୋଲି ଜଣାପଡୁଛି।