ଡିସିପି ସାର୍ ଚକୋଲେଟ୍ ଖାଆନ୍ତୁ!

ସାଲିଆସାହିରେ ବେଆଇନ ଦେଶୀ ମଦ ତିଆରି ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ଚଢ଼ଉ କରିଥିଲା। ଆଉ ଏତିକି ବେଳେ ଡିସିପି ଆଉ ଏହି ପିଲାମାନଙ୍କ ମଧ୍ୟରେ ଚାଲିଥିଲା ଥଟ୍ଟାମଜା। ଡିସିପିଙ୍କ ସହ ଏମାନେ କଥା ହେବା ସହ ତାଙ୍କୁ ଚକୋଲେଟ ଅଫର କରିଥିଲେ। ସେପଟେ ଡିସିପି ମଧ୍ୟ ଏହି ପିଲାମାନଙ୍କ ମୁଣ୍ଡ ଆଉଁଶି ଦେବା ସହ ତାଙ୍କ ସହ ମନଖୋଲି କଥା ହେଇଥିଲେ।

dcp

dcp

Debendra Prusty
  • Published: Wednesday, 21 September 2022
  • Updated: 21 September 2022, 11:39 AM IST

Sports

Latest News

ସାଲିଆସାହିରେ ବେଆଇନ ଦେଶୀ ମଦ ତିଆରି ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ଚଢ଼ଉ କରିଥିଲା। ଆଉ ଏତିକି ବେଳେ ଡିସିପି ଆଉ ଏହି ପିଲାମାନଙ୍କ ମଧ୍ୟରେ ଚାଲିଥିଲା ଥଟ୍ଟାମଜା। ଡିସିପିଙ୍କ ସହ ଏମାନେ କଥା ହେବା ସହ ତାଙ୍କୁ ଚକୋଲେଟ ଅଫର କରିଥିଲେ। ସେପଟେ ଡିସିପି ମଧ୍ୟ ଏହି ପିଲାମାନଙ୍କ ମୁଣ୍ଡ ଆଉଁଶି ଦେବା ସହ ତାଙ୍କ ସହ ମନଖୋଲି କଥା ହେଇଥିଲେ।

https://youtu.be/zf0c0tZPpGo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos