ସରପଞ୍ଚ କହୁଛନ୍ତି, ପରୀ ହତ୍ୟାକାରୀକୁ ଘଣ୍ଟ ଘୋଡ଼ାଯାଉଛି

ପରୀ ହତ୍ୟା ବାବଦରେ ମୁହଁ ଖୋଲିଛନ୍ତି ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଂଞ୍ଜନ ପ୍ରଧାନ। ସେ ଏସପିଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କ’ଣ କହିଛନ୍ତି, ଶୁଣନ୍ତୁ।