ବସ୍ତ୍ରକୁ ନେଇ ଟ୍ରୋଲ୍ ହେଉଛନ୍ତି ସୋନା

ଓଡ଼ିଆ ଝିଅ ତଥା ବଲିଉଡ୍ ଗାୟିକା ସୋନା ମହାପାତ୍ର ନିଜ ନୂଆ ମ୍ୟୁଜିକ୍ ଭିଡିଓ ‘ହିରେ ହିରେ’ର ବେଶଭୂଷାକୁ ନେଇ ଟ୍ରୋଲ୍ ହେଉଛନ୍ତି। ଏପରିକି ତାଙ୍କ ମିଠୁ ଅଭିଯୋଗକୁ ଲୋକେ ମିଛ ବୋଲି କହିଲେଣି।