ବସ୍ତ୍ରକୁ ନେଇ ଟ୍ରୋଲ୍ ହେଉଛନ୍ତି ସୋନା
ଓଡ଼ିଆ ଝିଅ ତଥା ବଲିଉଡ୍ ଗାୟିକା ସୋନା ମହାପାତ୍ର ନିଜ ନୂଆ ମ୍ୟୁଜିକ୍ ଭିଡିଓ ‘ହିରେ ହିରେ’ର ବେଶଭୂଷାକୁ ନେଇ ଟ୍ରୋଲ୍ ହେଉଛନ୍ତି। ଏପରିକି ତାଙ୍କ ମିଠୁ ଅଭିଯୋଗକୁ ଲୋକେ ମିଛ ବୋଲି କହିଲେଣି।
ଆହୁରି ପଢ଼ନ୍ତୁ