ବାହା ହୋଇ ଆସିଲେ ଆତ୍ମହତ୍ୟା କଲେ!

କେଡେ ଖୁସିରେ ବାହା ହୋଇଥିଲେ! ସ୍ୱପ୍ନର ସଂସାରଟେ ଗଢିବେ! କେତେ ଆଶା ବାନ୍ଧି ସ୍ୱାମୀର ହାତ ଧରିଥିଲେ। ହେଲେ ସମୟ ହିଁ ବଦଳିଯିବ, ପରିସ୍ଥିତି ଯେ ଓଲଟପାଲଟ ହୋଇଯିବ କିଏ ବା ଜାଣିଥିଲା!