ସୁଡ଼ଙ୍ଗ ଖୋଲୁଛି ହସ୍ପିଟାଲ ରହସ୍ୟ!

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ହୋଇଗଲାଣି। କିନ୍ତୁ ୧୭୭ ବର୍ଷ ପୂର୍ବରୁ ଇଂରେଜ ଶାସନ କାଳରେ ନିର୍ମାଣ କରାଯାଇଥିବା କିଛି ରହସ୍ୟ ଏବେ ସାମ୍ନାକୁ ଆସିଛି। ମୁମ୍ୱାଇର ପ୍ରସିଦ୍ଧ ଜେଜେ ହସ୍ପିଟାଲରେ ଏକ ଗୁପ୍ତ ସୁଡ଼ଙ୍ଗର ସନ୍ଧାନ ମିଳିଛି।