ଗ୍ଲାସିୟର୍ ତରଳିଲେ ହେବ କି ମହାପ୍ରଳୟ ?

ହିମସ୍ଖଳନ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଏଯାଏ ନିୟନ୍ତ୍ରଣକୁ ଆସିପାରିନାହିଁ। ବିନ୍ୟାର ପ୍ରଖୋର ସ୍ରୋତରେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରୁ ହିଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୯ ଜଣଙ୍କ ମୃତଦେହ ମିଳିଛି।