ମୋ ପୁଅ କୁଆଡ଼େ ଗଲା?

ଯୁକ୍ତ୨ ଛାତ୍ର ହୃଦେଶ ପଣ୍ଡା ନିଖୋଜ। ପଟିଆର ଏକ ଘରୋଇ କଲେଜରୁ ନିଖୋଜ ଅଛନ୍ତି ଛାତ୍ର ହୃଦେଶ। ରାତିରେ କଲେଜର ଚେୟାରମ୍ୟାନ ମାଡ଼ ମାରିଥିବା ସହ ତାଙ୍କୁ ରାଗିଂଗ କରାଯାଇଥିବା କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ।

missing son

Debendra Prusty
  • Published: Monday, 29 August 2022
  • , Updated: 29 August 2022, 01:33 PM IST

ଯୁକ୍ତ୨ ଛାତ୍ର ହୃଦେଶ ପଣ୍ଡା ନିଖୋଜ। ପଟିଆର ଏକ ଘରୋଇ କଲେଜରୁ ନିଖୋଜ ଅଛନ୍ତି ଛାତ୍ର ହୃଦେଶ। ରାତିରେ କଲେଜର ଚେୟାରମ୍ୟାନ ମାଡ଼ ମାରିଥିବା ସହ ତାଙ୍କୁ ରାଗିଂଗ କରାଯାଇଥିବା କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ।

https://youtu.be/9UTFArDlggk

Related story